ପ୍ରେମ - ଉଇକିପିଡ଼ିଆ ପ୍ରେମ ଉଇକିପିଡ଼ିଆ ରୁ Jump to navigation Jump to search ଇଂରାଜୀ ଲିଙ୍କ https://or.wikipedia.org/wiki/Love ପ୍ରେମ ଚିହ୍ନ ପ୍ରେମ ଏକ ଭାବନାକୁ ବୁଝାଇଥାଏ । ଏହାଛଡା ବ୍ୟକ୍ତିଗତ ସ୍ନେହ ଓ ସଂଯୋଗକୁ ମଧ୍ୟ ପ୍ରେମ କୁହାଯାଏ । ଦୁଇଜଣଙ୍କ ମଧ୍ୟରେ ଥିବା ଦୟା, କ୍ଷମା, ସ୍ନେହ, ପ୍ରଣୟ ଇତ୍ୟାଦି ପ୍ରେମର ଏକ ରୂପ । ପ୍ରେମ ଶବ୍ଦଟି ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରରେ ବ୍ୟବହାର ହୋଇଥାଏ । ବିଭିନ୍ନ ଭାଷାରେ ଏହାର ସଜ୍ଞା ଭିନ୍ନ ଭିନ୍ନ । ପ୍ରେମ ବ୍ୟକ୍ତିଗତ କିମ୍ବା ସାର୍ବଜନୀନ ହୋଇପାରେ ।[୧] [୨] ବିଷୟସୂଚୀ ୧ ବୈଜ୍ଞାନିକ ଚିନ୍ତାଧାରା ୨ ଭାରତୀୟ/ଓଡ଼ିଆ ଚିନ୍ତାଧାରା ୩ ହିନ୍ଦୁତ୍ୱ ୪ ପ୍ରକ୍ରିୟା ୫ ଆଧାର ୬ ବାହାର ଆଧାର ବୈଜ୍ଞାନିକ ଚିନ୍ତାଧାରା[ସମ୍ପାଦନା] ଗବେଷଣା ଅନୁଯାୟୀ ବିପରୀତ ଲିଙ୍ଗର ପ୍ରାଣୀମାନଙ୍କ ମଧ୍ୟରେ ଥିବା ଆକର୍ଷଣ ଯୋଗୁ ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥାନ୍ତି, ଏହାକୁ ପ୍ରେମ କୁହାଯାଏ । ଭାରତୀୟ/ଓଡ଼ିଆ ଚିନ୍ତାଧାରା[ସମ୍ପାଦନା] ଭାରତୀୟ ମାନେ ସାଧାରଣତଃ ପ୍ରେମକୁ ଏକ ଶାଶ୍ୱତ ଭାବନା ବା ଭକ୍ତ ଭଗବାନଙ୍କ ସମ୍ପର୍କକୁ ବୁଝିଥାନ୍ତି । ଏହା ଛଡା କିଶୋର କିଶୋରୀମାନଙ୍କ ମଧ୍ୟରେ ଅଧିକ ଭାବେ ଏହି ପ୍ରେମ ଦେଖାଯାଏ । ହିନ୍ଦୁତ୍ୱ[ସମ୍ପାଦନା] କାମଦେବଙ୍କ ସହ ରତି ହିନ୍ଦୁ ଧର୍ମରେ କାମଦେବଙ୍କ ସୂଚୀତ ସୁଖଦ, ଯୌନ ସମ୍ବଳିତ ପ୍ରେମ ହେଉଛି କାମ ।ବେଦରେ କାମକୁ ତୃତୀୟ ପୁରୁଷାର୍ଥ ଭାବେ ବର୍ଣ୍ଣନା କରାଯାଇଛି ।କାମଦେବ ଆଖୁର ଧନୁ ଓ ପୁଷ୍ପଶର ଧରି ଶୁକ ବାହନରେ ଭ୍ରମଣ କରନ୍ତି ।ପତ୍ନୀ ରତି ଓ ଋତୁରାଜ ବସନ୍ତ ତାଙ୍କର ସଦା ସହଚର ଥାଆନ୍ତି ।କର୍ଣାଟକର ବେଲୁର୍‌ ଚେନ୍ନାକେଶବ ମନ୍ଦିର କବାଟରେ କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ଦଣ୍ଡାୟମାନ ।କାମ ହେଉଛି ପ୍ରେମର ଅନ୍ୟ ଏକ ନାମ । ପ୍ରକ୍ରିୟା[ସମ୍ପାଦନା] ପ୍ରେମ ପ୍ରଦର୍ଶନର ବିଭିନ୍ନ ପ୍ରକ୍ରିୟା ଅଛି । ସ୍ମିତହାସ୍ୟ, ଚୁମ୍ବନ, କୋଳାକୋଳି, ଆଲିଙ୍ଗନ ଇତ୍ୟାଦି । ଭର୍ତ୍ତୃହରିଙ୍କ ରଚିତ ଶୃଙ୍ଗାର ଶତକ, ଶ୍ରୀ ଜୟଦେବଙ୍କ ଗୀତ ଗୋବିନ୍ଦ ଓ ବ୍ୟାସଦେବଙ୍କ ରଚିତ ଭାଗବତ ଆଦି ଗ୍ରନ୍ଥରେ ଏହି ବିଷୟରେ ବର୍ଣ୍ଣନା କରାଯାଇଅଛି । ଆଧାର[ସମ୍ପାଦନା] ↑ http://dsalsrv02.uchicago.edu/cgi-bin/philologic/showrest_?conc.6.1.13529.0.99.praharaj ↑ "Love - Definition of love by Merriam-Webster". merriam-webster.com. ବାହାର ଆଧାର[ସମ୍ପାଦନା] I love you ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ । "https://or.wikipedia.org/w/index.php?title=ପ୍ରେମ&oldid=389861" ରୁ ଅଣାଯାଇଅଛି ଶ୍ରେଣୀ: ଭାବ ଦିଗବାରେଣି ମେନୁ ନିଜର ଟୁଲ ଲଗ‌‌ ଇନ କରିନାହାନ୍ତି ଆଲୋଚନା ଅବଦାନ ଖାତାଟିଏ ଖୋଲନ୍ତୁ ଲଗ-ଇନ ନେମସ୍ପେସ ପୃଷ୍ଠା ଆଲୋଚନା ନିଆରା ଦେଖା ପଢ଼ନ୍ତୁ ସମ୍ପାଦନା (Edit) ଇତିହାସ ଅଧିକ ଖୋଜନ୍ତୁ ଦିଗବାରେଣି ପ୍ରଧାନ ପୃଷ୍ଠା ସଂଘ ସୂଚନା ଫଳକ ନଗଦ ବଦଳ ଯାହିତାହି ପୃଷ୍ଠା ଦାନ ଯୋଗାଯୋଗ ପ୍ରଶ୍ନ ପଚାରନ୍ତୁ ଆଲୋଚନା ସଭା ସହଯୋଗ କରନ୍ତୁ ଉଇକି ପ୍ରକଳ୍ପ ବଛା ଛବି ବଛା ଲେଖା ଉପକରଣ ଏଠାରେ ଥିବା ଲିଙ୍କ ସମ୍ପର୍କିତ ବଦଳ ଫାଇଲ ଅପଲୋଡ଼ କରିବେ ବିଶେଷ ପୃଷ୍ଠା ଚିରକାଳର ଲିଙ୍କ ପୃଷ୍ଠା ସୂଚନା ଏହି ପୃଷ୍ଠାଟିରେ ଆଧାର ଯୋଡ଼ିବେ ଛୋଟ URL ଉଇକିଡାଟା ଜିନିଷ ପ୍ରିଣ୍ଟ/ରପ୍ତାନି ବହି ତିଆରି କରିବେ PDF ଭାବରେ ଡାଉନଲୋଡ଼ କରିବେ ଛପାହୋଇପାରିବା ପୃଷ୍ଠା ବାକି ପ୍ରକଳ୍ପଗୁଡ଼ିକରେ Wikimedia Commons ଅଲଗା ଭାଷାରେ Afrikaans Akan Alemannisch አማርኛ Aragonés Ænglisc العربية الدارجة مصرى অসমীয়া Asturianu Azərbaycanca تۆرکجه Башҡортса Boarisch Žemaitėška Беларуская Беларуская (тарашкевіца)‎ Български বাংলা བོད་ཡིག Brezhoneg Bosanski Буряад Català Mìng-dĕ̤ng-ngṳ̄ Нохчийн کوردی Corsu Čeština Чӑвашла Cymraeg Dansk Deutsch Ελληνικά English Esperanto Español Eesti Euskara Estremeñu فارسی Suomi Français Frysk 贛語 Kriyòl gwiyannen Gàidhlig Galego Avañe'ẽ गोंयची कोंकणी / Gõychi Konknni ગુજરાતી Hausa 客家語/Hak-kâ-ngî עברית हिन्दी Fiji Hindi Hrvatski Kreyòl ayisyen Magyar Հայերեն Interlingua Bahasa Indonesia Igbo Ilokano Íslenska Italiano ᐃᓄᒃᑎᑐᑦ/inuktitut 日本語 Patois Jawa ქართული Қазақша ភាសាខ្មែរ ಕನ್ನಡ 한국어 कॉशुर / کٲشُر Ripoarisch Kurdî Кыргызча Latina Ladino Lëtzebuergesch Limburgs Ligure Lumbaart Lingála Lietuvių Latviešu Македонски മലയാളം Монгол मराठी Bahasa Melayu Malti Mirandés မြန်မာဘာသာ Nāhuatl नेपाली नेपाल भाषा Nederlands Norsk nynorsk Norsk bokmål Occitan ਪੰਜਾਬੀ Picard Polski Piemontèis پنجابی پښتو Português Runa Simi Română Русский Русиньскый Саха тыла ᱥᱟᱱᱛᱟᱲᱤ Sardu Sicilianu سنڌي Srpskohrvatski / српскохрватски සිංහල Simple English Slovenčina Slovenščina Soomaaliga Shqip Српски / srpski SiSwati Svenska Kiswahili தமிழ் Тоҷикӣ ไทย Türkmençe Tagalog Türkçe Xitsonga Татарча/tatarça ئۇيغۇرچە / Uyghurche Українська اردو Oʻzbekcha/ўзбекча Vepsän kel’ Tiếng Việt Walon Winaray 吴语 მარგალური ייִדיש 中文 文言 Bân-lâm-gú 粵語 ଲିଙ୍କଗୁଡ଼ିକୁ ବଦଳାଇବେ ଏ ପୃଷ୍ଠାଟି ୨୫ ମାର୍ଚ୍ଚ ୨୦୨୦ ଦିନ ୧୩:୩୦ ବେଳେ ବଦଳାଯାଇଥିଲା । ଏହି ଲେଖା କ୍ରିଏଟିଭ କମନ୍ସ ଆଟ୍ରିବୁସନ/ସେଆର ଏଲାଇକ ଲାଇସେନ୍ସରେ ରଖାଯାଇଛି; ଆହୁରି କିଛି ନୀତି ମଧ୍ୟ ଥାଇପାରେ । ଅଧିକ ଜାଣିବା ପାଇଁ ବ୍ୟବହାର କରିବାର ନିୟମ ସବୁ ଦେଖନ୍ତୁ । ଗୁମର ନୀତି ଉଇକିପିଡ଼ିଆ ବାବଦରେ ଆମେ ଦାୟୀ ନୋହୁଁ ମୋବାଇଲ ଦେଖଣା ଡେଭେଲପରମାନେ Statistics Cookie statement